Posts

Showing posts from September, 2019
Image

ଗ.ସା.ଗୁ ଓ ଲ.ସା.ଗୁ

୧ . କେଉଁ ବୃହତ୍ତମ ସଂଖ୍ୟା ଦ୍ଵାରା ୮୫ ଓ ୧୦୨ ସପୁର୍ଣ ରୂପେ ବିଭାଜ୍ୟ ? ଉ – ୧୭ |୮୫ , ୧୦୨               ୫  ,   ୬ . ; ଗ . ସା . ଗୁ = ୧୭ .; ସଂଖ୍ୟାଟି ୧୭ । ୨. କେଉଁ ବୃହତ୍ତମ ସଂଖ୍ୟା ଦ୍ଵାରା ୯୨ ଓ ୮୦ କୁ ଭାଗକଲେ ଭାଗଶେଷ ଯଥାକ୍ରମେ ୧ ଓ ୨ ରହିବ ? ଉ – ୯୨-୧=୯୧ ୮୦- ୨ = ୭୮ ୯୧ ଓ ୭୮ ର ଗ . ସା . ଗୁ = ୧୩ .; ସଂଖ୍ୟାଟି ୧୩ ୩ . ୧୦୦ ର ନିକଟତମ କେଉଁ ଦୁଇଟି ସଂଖ୍ୟାର  ଗ.ସା.ଗୁ ୧୨ ? ଉ – ୧୦୦ ÷ ୧୨=୮ ପଡି ୪ ବଳିଲା .; ଗୋଟିଏ ସଂଖ୍ୟା ୧୦୦ – ୪= ୯୬ ଅନ୍ୟ ସଂଖ୍ୟାଟି ୯୬ + ୧୨ = ୧୦୮ ୪ . ଏକ ଅଙ୍କ ବିଶିଷ୍ଟ କେଉ ବୃହତ୍ତମ ସଂଖ୍ୟା ଦ୍ଵାରା ୭୦ ଓ ୮୪ ବିଭାଜ୍ୟ ? ଉ –    |୭୦ , ୮୪         |୩୫ , ୪୨     .:୭୦ ଓ ୮୪ ର ଗ.ସା.ଗୁ ୨×୭            ୫  ,  ୬ .: ବୃହତ୍ତମ ସଂଖ୍ୟାଟି ୭।

ଜ୍ୟାମିତି

ସମୟ

ଦଶମିକ ସଂଖ୍ୟା

ଭଗ୍ନାଂଶ

ଲ.ସା.ଗୁ

ଗରିଷ୍ଠ ସାଧାରଣ ଗୁଣନୀୟକ

ଗୁଣନ

ଯୋଗ ଓ ବିୟୋଗ

୧.

ସଂଖ୍ୟା ପରିଚୟ

୧. ପଞ୍ଚ

ଭାଗକ୍ରିୟା

୧.   ୨୫୬୦÷୧୦=କେତେ ?  ଉ- ୨୫୬୦ ÷ ୧୦ = ୨୫୬ ୨.   ୩୭୮୯ ÷ ୧୦୦ = ଭାଗଫଳ କେତେ ? ଓ ଭାଗଶେଷ କେତେ ? ଉ-୩୭୮୯ ÷ ୧୦୦ = ଭାଗଫଳ ୩୭ ଓ ଭାଗଶେଷ ୮୯ । ୩.   ୬୮୯୬ ÷ ୧୦ = ଭାଗଫଳ କେତେ ? ଓ ଭାଗଶେଷ କେତେ ? ଉ- ୬୮୯୬ ÷ ୧୦ = ଭାଗଫଳ ୬୮୯ ଓ ଭାଗଶେଷ ୬ । ୪.   ଯେକୌଣସି ସଂଖ୍ୟା କୁ ୧୦ ଦ୍ଵାରା ଭାଗକଲେ ଭାଗଫଳ କେତେ ? ଓ ଭାଗଶେଷ କେତେ ? ୩୭୦୧ ÷ ୧୦=କେତେ ? ଉ- ଯେକୌଣସି ସଂଖ୍ୟା କୁ ୧୦ ଦ୍ଵାରା ଭାଗକଲେ ଏକକ ଘର ଅଙ୍କଟି ଭାଗଶେଷ ଓ ଅନ୍ୟ  ସମସ୍ତ ଅଙ୍କ ଭାଗଫଳ ହୁଏ । ୩୭୦୧ ୧୦ = ଭାଗଫଳ ୩୭୦ ଓ ଭାଗଶେଷ ୧ । ୫.   ଯେକୌଣସି ସଂଖ୍ୟା କୁ ୧୦୦  ଦ୍ଵାରା ଭାଗକଲେ ଭାଗଫଳ କେତେ ? ଓ ଭାଗଶେଷ କେତେ ? ୭୮୯୪  ÷ ୧୦୦  = କେତେ ? ଉ- ଯେକୌଣସି ସଂଖ୍ୟା କୁ ୧୦୦  ଦ୍ଵାରା ଭାଗକଲେ ଦଶକ  ଓ  ଏକକ ଘର ଅଙ୍କକୁ ନେଇ ଗଠିତ ସଂଖ୍ୟା  ଭାଗଶେଷ ଓ ଅନ୍ୟ  ସମସ୍ତ ଅଙ୍କ ଭାଗଫଳ ହୁଏ । ୭୮୯୪  ÷ ୧୦୦  = ଭାଗଫଳ ୭୮  ଓ ଭାଗଶେଷ ୯୪  । ୬.   ୭୮୮୦ ÷  ୫୦ କେତେ ? ଉ- ୭୮୮୦  ÷ ୫୦ =ଭାଗଫଳ ୧୫୭  ଓ ଭାଗଶେଷ ୩୦ ୭.   ୭୭୩୭ ÷ ୨୫ = କେତେ ? ଉ- ୭୭୩୭ ÷ ୨୫ = ଭାଗଫଳ ୩୦୯ ଓ ଭାଗଶେଷ ୧୨ । ୮.   ୬ ଟି ପିଜୁଳିର ମୂଲ୍ୟ ୨୪  ଟଙ୍କା ହେଲେ, କେତୋଟି ପିଜୁଳିର ମୂଲ୍ୟ  ୬୦ ଟଙ୍କା ହେବ  ? ଉ-  ୬ ଟି ପିଜୁଳିର ମୂଲ୍ୟ ୨୪  ଟଙ୍କା । ୧  ଟି ପିଜୁଳିର ମୂଲ୍ୟ = ୨୪ ÷ ୬ =୪ ଟଙ୍କା ୬୦ ଟଙ୍କାରେ ପିଜୁଳି ମିଳିବ = ୬୦ ÷

ଗୁଣିତକ ଓ ଗୁଣନୀୟକ

1. ଗୁଣିତକ କାହାକୁ କୁହାଯାଏ ? ଉ- ଦୁଇ ବା ତତୋଽଧିକ ସଂଖ୍ୟାକୁ ଗୁଣନ କଲେ ଯେଉଁ ଗୁଣଫଳ ମିଳେ ,ସେହି ଗୁଣଫଳକୁ  ଗୁଣାଯାଇଥିବା ସଂଖ୍ୟା ମାନଙ୍କର ଗୁଣିତକ କୁହାଯାଏ।   ୨. ପ୍ରତ୍ୟେକ ସଂଖ୍ୟା କାହାର ଗୁଣିତକ ? ଉ- ପ୍ରତ୍ୟେକ ସଂଖ୍ୟା ସେହି ସଂଖ୍ୟାର ଏକ ଗୁଣିତକ  । ୩. ଶୂନ୍ୟ (ଶୂନ)କାହାର ଗୁଣିତକ ? ଉ- ଶୂନ ପ୍ରତ୍ୟେକ  ସଂଖ୍ୟାର  ଗୁଣିତକ ଅଟେ । ୪. ଏକ ସଂଖ୍ୟାର ପ୍ରତ୍ୟେକ ଅଣଶୂନ୍ୟ ଗୁଣିତକ ସେହି ସଂଖ୍ୟା ଠାରୁ...… ବା ସେହି ସଂଖ୍ୟା ସହ ..... ? ଉ-  ପ୍ରତ୍ୟେକ ଅଣଶୂନ୍ୟ ଗୁଣିତକ ସେହି ସଂଖ୍ୟା ଠାରୁ ବଡ଼ ବା ସେହି ସଂଖ୍ୟା ସହ ସମାନ । ୫. ଗୁଣନୀୟକ ବା ଉତ୍ପାଦକ କାହାକୁ କହନ୍ତି ? ଉ- ଦୁଇ ବା ତତୋଽଧିକ ସଂଖ୍ୟାକୁ ଗୁଣନ କଲେ ଯେଉଁ ଗୁଣଫଳ ମିଳେ , ଗୁଣାଯାଇଥିବା ସଂଖ୍ୟାଗୁଡିକୁ ସେହି ଗୁଣଫଳର  ଗୁଣନୀୟକ ବା ଉତ୍ପାଦକ କୁହାଯାଏ। ୬. ୧୫ ର ବୃହତ୍ତମ ଗୁଣନୀୟକ କେଉଁ ସଂଖ୍ୟା ?୧୫ ର କ୍ଷୁଦ୍ରତମ ଗୁଣନୀୟକ କେଉଁ ସଂଖ୍ୟା ? ଉ- ୧୫ ର ବୃହତ୍ତମ ଗୁଣନୀୟକ ୧୫ ଓ ୧୫ ର କ୍ଷୁଦ୍ରତମ ଗୁଣନୀୟକ ୧। ୭. କେଉଁ ସଂଖ୍ୟାର ଗୋଟିଏ ମାତ୍ର ଗୁଣନୀୟକ ଅଛି ?  ଉ- ୧ର ଗୋଟିଏ ମାତ୍ର ଗୁଣନୀୟକ ଅଛି । ୮. ୨୩ ର କେତେ ଗୋଟି ଗୁଣନୀୟକ ଅଛି ? ଉ- . ୨୩ ର ୨ ଟି ଗୁଣନୀୟକ ଅଛି  । ୯. କାହାକୁ ମୌଳିକ ସଂଖ୍ୟା କୁହାଯାଏ ? ଉ - ଯେଉଁ ସଂଖ୍ୟାର ଦୁଇଟି ଗୁଣନୀୟକ ଥାଏ,ତାହାକୁ ମୌଳିକ ସଂଖ୍ୟା କୁହାଯାଏ। ୧୦. ଯୌଗିକ