ଗ.ସା.ଗୁ ଓ ଲ.ସା.ଗୁ

୧ . କେଉଁ ବୃହତ୍ତମ ସଂଖ୍ୟା ଦ୍ଵାରା ୮୫ ଓ ୧୦୨ ସପୁର୍ଣ ରୂପେ ବିଭାଜ୍ୟ ?
ଉ – ୧୭ |୮୫ , ୧୦୨
              ୫  ,   ୬ . ; ଗ . ସା . ଗୁ = ୧୭
.; ସଂଖ୍ୟାଟି ୧୭ ।
୨. କେଉଁ ବୃହତ୍ତମ ସଂଖ୍ୟା ଦ୍ଵାରା ୯୨ ଓ ୮୦ କୁ ଭାଗକଲେ ଭାଗଶେଷ ଯଥାକ୍ରମେ ୧ ଓ ୨ ରହିବ ?
ଉ – ୯୨-୧=୯୧
୮୦- ୨ = ୭୮
୯୧ ଓ ୭୮ ର ଗ . ସା . ଗୁ = ୧୩
.; ସଂଖ୍ୟାଟି ୧୩
୩ . ୧୦୦ ର ନିକଟତମ କେଉଁ ଦୁଇଟି ସଂଖ୍ୟାର  ଗ.ସା.ଗୁ ୧୨ ?
ଉ – ୧୦୦ ÷ ୧୨=୮ ପଡି ୪ ବଳିଲା
.; ଗୋଟିଏ ସଂଖ୍ୟା ୧୦୦ – ୪= ୯୬
ଅନ୍ୟ ସଂଖ୍ୟାଟି ୯୬ + ୧୨ = ୧୦୮
୪ . ଏକ ଅଙ୍କ ବିଶିଷ୍ଟ କେଉ ବୃହତ୍ତମ ସଂଖ୍ୟା ଦ୍ଵାରା ୭୦ ଓ ୮୪ ବିଭାଜ୍ୟ ?
ଉ –   |୭୦ , ୮୪
        |୩୫ , ୪୨    .:୭୦ ଓ ୮୪ ର ଗ.ସା.ଗୁ ୨×୭
           ୫  ,  ୬
.: ବୃହତ୍ତମ ସଂଖ୍ୟାଟି ୭।

Comments

Post a Comment

Popular posts from this blog

ଗୁଣିତକ ଓ ଗୁଣନୀୟକ