୧ . କେଉଁ ବୃହତ୍ତମ ସଂଖ୍ୟା ଦ୍ଵାରା ୮୫ ଓ ୧୦୨ ସପୁର୍ଣ ରୂପେ ବିଭାଜ୍ୟ ? ଉ – ୧୭ |୮୫ , ୧୦୨ ୫ , ୬ . ; ଗ . ସା . ଗୁ = ୧୭ .; ସଂଖ୍ୟାଟି ୧୭ । ୨. କେଉଁ ବୃହତ୍ତମ ସଂଖ୍ୟା ଦ୍ଵାରା ୯୨ ଓ ୮୦ କୁ ଭାଗକଲେ ଭାଗଶେଷ ଯଥାକ୍ରମେ ୧ ଓ ୨ ରହିବ ? ଉ – ୯୨-୧=୯୧ ୮୦- ୨ = ୭୮ ୯୧ ଓ ୭୮ ର ଗ . ସା . ଗୁ = ୧୩ .; ସଂଖ୍ୟାଟି ୧୩ ୩ . ୧୦୦ ର ନିକଟତମ କେଉଁ ଦୁଇଟି ସଂଖ୍ୟାର ଗ.ସା.ଗୁ ୧୨ ? ଉ – ୧୦୦ ÷ ୧୨=୮ ପଡି ୪ ବଳିଲା .; ଗୋଟିଏ ସଂଖ୍ୟା ୧୦୦ – ୪= ୯୬ ଅନ୍ୟ ସଂଖ୍ୟାଟି ୯୬ + ୧୨ = ୧୦୮ ୪ . ଏକ ଅଙ୍କ ବିଶିଷ୍ଟ କେଉ ବୃହତ୍ତମ ସଂଖ୍ୟା ଦ୍ଵାରା ୭୦ ଓ ୮୪ ବିଭାଜ୍ୟ ? ଉ – |୭୦ , ୮୪ |୩୫ , ୪୨ .:୭୦ ଓ ୮୪ ର ଗ.ସା.ଗୁ ୨×୭ ୫ , ୬ .: ବୃହତ୍ତମ ସଂଖ୍ୟାଟି ୭।
ଲ : ସା :ଗୁ କାହାକୁ କୁହାଯାଏ
ReplyDelete