ଗୁଣିତକ ଓ ଗୁଣନୀୟକ
1. ଗୁଣିତକ କାହାକୁ କୁହାଯାଏ ? ଉ- ଦୁଇ ବା ତତୋଽଧିକ ସଂଖ୍ୟାକୁ ଗୁଣନ କଲେ ଯେଉଁ ଗୁଣଫଳ ମିଳେ ,ସେହି ଗୁଣଫଳକୁ ଗୁଣାଯାଇଥିବା ସଂଖ୍ୟା ମାନଙ୍କର ଗୁଣିତକ କୁହାଯାଏ। ୨. ପ୍ରତ୍ୟେକ ସଂଖ୍ୟା କାହାର ଗୁଣିତକ ? ଉ- ପ୍ରତ୍ୟେକ ସଂଖ୍ୟା ସେହି ସଂଖ୍ୟାର ଏକ ଗୁଣିତକ । ୩. ଶୂନ୍ୟ (ଶୂନ)କାହାର ଗୁଣିତକ ? ଉ- ଶୂନ ପ୍ରତ୍ୟେକ ସଂଖ୍ୟାର ଗୁଣିତକ ଅଟେ । ୪. ଏକ ସଂଖ୍ୟାର ପ୍ରତ୍ୟେକ ଅଣଶୂନ୍ୟ ଗୁଣିତକ ସେହି ସଂଖ୍ୟା ଠାରୁ...… ବା ସେହି ସଂଖ୍ୟା ସହ ..... ? ଉ- ପ୍ରତ୍ୟେକ ଅଣଶୂନ୍ୟ ଗୁଣିତକ ସେହି ସଂଖ୍ୟା ଠାରୁ ବଡ଼ ବା ସେହି ସଂଖ୍ୟା ସହ ସମାନ । ୫. ଗୁଣନୀୟକ ବା ଉତ୍ପାଦକ କାହାକୁ କହନ୍ତି ? ଉ- ଦୁଇ ବା ତତୋଽଧିକ ସଂଖ୍ୟାକୁ ଗୁଣନ କଲେ ଯେଉଁ ଗୁଣଫଳ ମିଳେ , ଗୁଣାଯାଇଥିବା ସଂଖ୍ୟାଗୁଡିକୁ ସେହି ଗୁଣଫଳର ଗୁଣନୀୟକ ବା ଉତ୍ପାଦକ କୁହାଯାଏ। ୬. ୧୫ ର ବୃହତ୍ତମ ଗୁଣନୀୟକ କେଉଁ ସଂଖ୍ୟା ?୧୫ ର କ୍ଷୁଦ୍ରତମ ଗୁଣନୀୟକ କେଉଁ ସଂଖ୍ୟା ? ଉ- ୧୫ ର ବୃହତ୍ତମ ଗୁଣନୀୟକ ୧୫ ଓ ୧୫ ର କ୍ଷୁଦ୍ରତମ ଗୁଣନୀୟକ ୧। ୭. କେଉଁ ସଂଖ୍ୟାର ଗୋଟିଏ ମାତ୍ର ଗୁଣନୀୟକ ଅଛି ? ଉ- ୧ର ଗୋଟିଏ ମାତ୍ର ଗୁଣନୀୟକ ଅଛି । ୮. ୨୩ ର କେତେ ଗୋଟି ଗୁଣନୀୟକ ଅଛି ? ଉ- . ୨୩ ର ୨ ଟି ଗୁଣନୀୟକ ଅଛି । ୯. କାହାକୁ ମୌଳିକ ସଂଖ୍ୟା କୁହାଯାଏ ? ଉ - ଯେଉଁ ସଂଖ୍ୟାର ଦୁଇଟି ଗୁଣନୀୟକ ...




High Technologies Solutions is one of the Oldest MIS training centers in Delhi with best infrastructure and lab facilities.
ReplyDeleteClick Below For More Details about MIS Training & Fees
Best MIS & Data Analysis Training Institute in Delhi
Best MIS & Data Analysis Training Course in Delhi
High Technologies Solutions offers selenium training with choice of multiple training locations across Delhi. Further More Details Here-+91-9311002620 Or Visit Website- https://www.htsindia.com/Courses/Software-Testing/selenium-training-course-institute
ReplyDeleteAptech Learning Center provides cyber security and ethical hacking specialist courses in dwarka ,ethical hacking training in janakpuri. Now a days this course is increasing scope, some companies hire ethical hackers to protect their websites and apps from hacking. They hire hackers to hack their products and then they get to know about where they are lacking or from where their can be hacked and then they improve it. Aptech Learning Center also provide many other courses such as computer networking, accounting with gst, aviation and others.
ReplyDeleteFor more details visit at our website: Aptech Learning Center